ଆଜିର ଖବର ରାଜ୍ୟର ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ସଂପର୍କିତ CAG ରିପୋର୍ଟର ପର୍ଯ୍ୟବେକ୍ଷଣ କଲେ ରାଜ୍ୟପାଳ ଭୁବନେଶ୍ଵର: ରାଜ୍ୟରେ ଜନଜାତିଙ୍କ ଜୀବିକାରେ ଉନ୍ନତି ପାଇଁ କୃଷି ସହଯୋଗୀ କାର୍ଯ୍ୟକଳାପକୁ ପ୍ରୋତ୍ସାହନ ଯୋଗାଇବା ସହ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ବାର୍ଷିକ ହିସାବ ରିପୋର୍ଟ ଦାଖଲ କରିବା…