ସମସ୍ତେ ପାସ୍

ଭୁବନେଶ୍ବର: ବର୍ତ୍ତମାନର କରୋନା ସ୍ଥିତିକୁ ଦେଖି ଆଉ ସ୍କୁଲ ଖୋଲା ହେବ ନାହିଁ। ତେଣୁ ଚଳିତ ବର୍ଷ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କର ପରୀକ୍ଷା ସମ୍ଭବ ନାହିଁ।…