ଆଜିର ଖବର ଜେଲରେ ଥିବା ଆଜମ ଖାନଙ୍କ ବିଗିଡିଲା ସ୍ୱାସ୍ଥ୍ୟବସ୍ଥା: ସୀତାପୁର ଜିଲ୍ଲା ଡାକ୍ତରଖାନାରେ ହେଲେ ଭର୍ତ୍ତି ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ସୀତାପୁର ଜେଲରେ ରହୁଥିବା ସମାଜବାଦୀ ପାର୍ଟି ନେତା ଆଜମ ଖାନଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡି ଯାଇଛି। ଆଜି ସକାଳେ ଆଜମ ଖାନଙ୍କ ଚିକିତ୍ସା ପାଇଁ ଏକ…