ଆଜିର ଖବର ବାତ୍ୟା ‘ଅର୍ଣ୍ଣବ’ ପୂର୍ବରୁ ଯାତ୍ରୀ ସୁରକ୍ଷା ପାଇଁ ଜରୁରୀକାଳୀନ ବ୍ୟବସ୍ଥାର ସମୀକ୍ଷା କଲେ ରେଳମନ୍ତ୍ରୀ ନୂଆଦିଲ୍ଲୀ: ଅକ୍ଟୋବର ୨୮ ତାରିଖରେ ସ୍ଥଳଭାଗ ଛୁଇଁବାକୁ ଥିବା ସମ୍ଭାବ୍ୟ ସାମୁଦ୍ରିକ ବାତ୍ୟା ଟିସି୦୨ବି ‘ଅର୍ଣ୍ଣବ’ର ମୁକାବିଲା ପାଇଁ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ…