ଆଜିର ଖବର ଚିନ୍ତା ବଢାଉଛି କରୋନାର ନୂଆ ଷ୍ଟ୍ରେନ: ୭ ଦିନ ପାଇଁ ଏହି ଦୁଇଟି ସହରକୁ କରାଗଲା ସମୁର୍ଣ୍ଣ ଲକଡ଼ାଉନ ମୁମ୍ବାଇ: ଦେଶରେ କରୋନାର ନୂଆ ଷ୍ଟ୍ରେନରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ବିଶେଷ କରି ଏହି ଷ୍ଟ୍ରେନରେ ଆକ୍ରାନ୍ତ ହେଉଥିବା ସଂଖ୍ୟା ମହାରାଷ୍ଟ୍ରରେ ବେଶୀ ଦେଖାଦେଉଛି। ସେଥିପାଇଁ…