ସମେଟିଭ୍ ପରୀକ୍ଷା

ଭୁବନେଶ୍ଵର: ରାଜ୍ୟରେ ମାଟ୍ରିକ ଛାତ୍ରଛାତ୍ରୀଙ୍କ ପାଇଁ ଏକ ବଡ ଖବର ଆସିଛି। ଚଳିତ ବର୍ଷ ମାଟ୍ରିକ ସମେଟିଭ୍ ପରୀକ୍ଷା ବାବଦରେ ବୋର୍ଡ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।…