ସମ୍ପତି ଲୁଟ

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଶୁକ୍ରବାର ବିଳମ୍ବିତ ରାତିରେ ବାଲୁଗାଁ ନିକଟସ୍ଥ ସରଳସିଂହ ଗ୍ରାମର ସୀତାରାମ ପ୍ରସାଦ ନାୟକଙ୍କ ଘରେ ବଡ ଧରଣର ଚୋରୀ ହୋଇଛି। ଘରେ କେହି…