ସମ୍ବଲପୁରରେ ବିଜେପିର ଚାଷୀ ସମାବେଶ

ସମ୍ବଲପୁର, ଗୋଟିଏ ପଟେ କେନ୍ଦ୍ରରେ ବିଜେପି ସରକାରଙ୍କ ବିରୋଧରେ ଚାଷୀମାନେ ଆନ୍ଦୋଳନ ଚଳାଇଛନ୍ତି। ଅନ୍ୟପଟେ ଓଡିଶା ବିଜେପି, ଚାଷୀଙ୍କୁ ନେଇ ବିଜେଡି ସରକାରଙ୍କୁ ଘେରିଛି। ସମ୍ବଲପୁରରେ ରାଜ୍ୟ…