ଆଜିର ଖବର ଲୋକସଭାରେ ସମ୍ବଲପୁରୀ ହସ୍ତତନ୍ତ ଓ ଅନନ୍ୟ ଐତିହ୍ୟ ପ୍ରସଙ୍ଗ ଉଠାଇଲେ ବରଗଡ଼ ସାଂସଦ ନୂଆଦିଲ୍ଲୀ: ସମ୍ବଲପୁରୀ ହସ୍ତତନ୍ତ ବୁଣାକାର, ଲୋକ ସଙ୍ଗୀତ, ଲୋକ ନୃତ୍ୟ ଏବଂ ପଶ୍ଚିମ ଓଡ଼ିଶାର ପାରମ୍ପରିକ ପର୍ବପର୍ବାଣି ସହ ଜଡ଼ିତ ଅମୂର୍ତ୍ତ ସାଂସ୍କୃତିକ ଐତିହ୍ୟର ନଥିକରଣ, ସଂରକ୍ଷଣ…