ଆଜିର ଖବର ଆଜିର ପ୍ରଥମ ମ୍ୟାଚରେ ଲକ୍ଷ୍ନୌ ଏବଂ ଗୁଜୁରାଟ ମୁହାଁମୁହିଁ, ଜାଣନ୍ତୁ ପିଚ୍ ସ୍ଥିତି ଏବଂ ସମ୍ଭାବ୍ୟ ଖେଳାଳି-୧୧ ନୂଆଦିଲ୍ଲୀ: ଆଜି ଆଇପିଏଲ୍ ର ପ୍ରଥମ ମ୍ୟାଚ୍ ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ଏବଂ ଗୁଜୁରାଟ ଟାଇଟାନ୍ସ ମଧ୍ୟରେ ମୁକାବିଲା ହେବ। ଲକ୍ଷ୍ନୌର ‘ଭାରତ ରତ୍ନ ଶ୍ରୀ…