ଜାତୀୟ ଖବର ଶକ୍ତିଶାଳୀ ଦଳ ସହିତ ଏସିଆ କପରେ ପ୍ରବେଶ କରିବ ଭାରତ, ଜାଣନ୍ତୁ ସମ୍ଭାବ୍ୟ ୧୫ ସଦସ୍ୟ ବିଶିଷ୍ଟ ଦଳ ନୂଆଦିଲ୍ଲୀ: ଏସୀୟ କ୍ରିକେଟ୍ ର ସବୁଠାରୁ ବଡ ମହାକୁମ୍ଭ ଅର୍ଥାତ୍ ଏସିଆ କପ୍ ଏହି ମାସରୁ ଖେଳାଯିବ। ୨୦୨୩ ଏସିଆ କପରେ ଟିମ୍ ଇଣ୍ଡିଆ ସେପ୍ଟେମ୍ବର ୨…