ଆଜିର ଖବର ‘ସତ୍ୟଜିତ ରାଏ ଜୀବନବ୍ୟାପୀ ସାଧନା ପୁରସ୍କାର’ରେ ସମ୍ମାନିତ ହେବେ ମାର୍ଟିନ ସ୍କୋରସେଜି ଏବଂ ଇସ୍ତେବାନ ସାବୋ ନୂଆଦିଲ୍ଲୀ: ଗୋଆରେ ଆୟୋଜିତ ହେବାକୁ ଥିବା ୫୨ତମ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫଏଫଆଇ)ରେ ମାର୍ଟିନ ସ୍କୋରସେଜି ଏବଂ ଇସ୍ତେବାନ ସାବୋଙ୍କୁ ‘ସତ୍ୟଜିତ ରାଏ ଜୀବନବ୍ୟାପୀ ସାଧନା…