ଆଜିର ଖବର ସମ୍ୱଲପୁର ରେଳମଣ୍ଡଳରେ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ: ବାଧାପ୍ରାପ୍ତ ହେବ ଏହିସବୁ ଟ୍ରେନ ଭୁବନେଶ୍ଵର: ସମ୍ୱଲପୁର-ଟିଟିଲାଗଡ ରେଳ ସେକ୍ସନର ଦେବାହାଲ-ବରଗଡ ରୋଡ-ବରପାଲି ଷ୍ଟେସନ୍ ମଧ୍ୟରେ ଦୋହରୀକରଣ କାର୍ଯ୍ୟ ଚାଲିଛି। ଦୋହରୀକରଣ ପ୍ରକଳ୍ପର କାର୍ଯ୍ୟକାରିତାକୁ ଦୃଷ୍ଟିରେ ରଖି ନିମ୍ନଲିଖିତ ଅନୁଯାୟୀ ଟ୍ରେନ୍ ସେବା…