ଆଜିର ଖବର ଓମ୍ସା ଡାକ୍ତରଙ୍କ ଆନ୍ଦୋଳନ ମଧ୍ୟରେ ରୋଗୀ ସେବାରେ ଆୟୁଷ, ଏମଏଚୟୁ ଓ ଆରବିଏସକେ ଡାକ୍ତର ଭୁବନେଶ୍ୱର: ଗତ ତିନି ଦିନ ଧରି ଓଡ଼ିଶାରେ ଓମ୍ସା (OMSA) ଡାକ୍ତରମାନଙ୍କ ଆନ୍ଦୋଳନ ଜାରି ରହିଥିବା ବେଳେ ବିଭିନ୍ନ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀ ସେବାକୁ ଅବ୍ୟାହତ ରଖିବାରେ…