ଆଜିର ଖବର ସରପଞ୍ଚ ଉପନିର୍ବାଚନରେ ବିଜେଡ଼ିର ବାଜିବାତ୍ ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: କିଛିଦିନ ଧରି ଗୋପାଳପୁର ନିର୍ବାଚନ ମଣ୍ଡଳୀ ଚର୍ଚ୍ଚାରେ ରହିଥିବାବେଳେ ବିଧାୟକ ପ୍ରଦୀପ ପାଣିଗ୍ରାହୀ ଜେଲ୍ରେ ଅଛନ୍ତି। ଏହି ସମୟରେ ରଙ୍ଗେଇଲୁଣ୍ଡା ବ୍ଲକ୍…