ଆଞ୍ଚଳିକ ବାଣପୁର: କବି ରମାକାନ୍ତ ରଥଙ୍କ ବିୟୋଗରେ ଶୋକସଭା ବାଣପୁର: ଭାରତୀୟ ସାହିତ୍ୟ ଆକାଶର ଏକ ଉଜ୍ବଳ ନକ୍ଷତ୍ର, ସରସ୍ଵତୀ ସମ୍ମାନରେ ସମ୍ମାନୀତ ବିଶିଷ୍ଟ କବି ପଦ୍ମଶ୍ରୀ ରମାକାନ୍ତ ରଥଙ୍କ ବିୟୋଗରେ ବାଣପୁରର ‘ସାହିତ୍ୟସିନ୍ଦୁରା’ ଅନୁଷ୍ଠାନ ତରଫରୁ…