ଜାତୀୟ ଖବର ସର୍ଜିକାଲ ଷ୍ଟ୍ରାଇକ୍ ଏବଂ ମିଆଁମାର ଅପରେସନ୍ ର ନେଇଥିଲେ ନେତୃତ୍ଵ, ଜାଣନ୍ତୁ ଦେଶର ପ୍ରଥମ ସିଡିଏସ୍ ବିପିନ ରାୱତଙ୍କ କ୍ୟାରିଅର୍ ନୂଆଦିଲ୍ଲୀ: ଆଜି ତାମିଲନାଡୁର କୁନ୍ନୁରରେ ଏକ ବାୟୁସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇ ଦେଶର ତିନି ସେନାର ମୁଖ୍ୟ (ସିଡିଏସ) ଜେନେରାଲ ବିପିନ ରାୱତ ଏବଂ ତାଙ୍କ ପତ୍ନୀ…