ଆଜିର ଖବର ସର୍ବଭାରତୀୟ ଆରପିଏଫ ହକି ଟୁର୍ଣ୍ଣାମେଣ୍ଟ ଉଦଯାପିତ: ଚାମ୍ପିଅନସିପ୍ ଟ୍ରଫି ହାସଲ କଲା ଉତ୍ତର ରେଳପଥ, ଦିଲ୍ଲୀ ଭୁବନେଶ୍ୱର: ରେଳବାଇ ସୁରକ୍ଷା ବଳ (ଆରପିଏଫ୍) ଦ୍ୱାରା ଆୟୋଜିତ ହୋଇଥିବା 30 ତମ ସର୍ବଭାରତୀୟ ହକି ଚମ୍ପିଅନସିପ୍ ଟୁର୍ଣ୍ଣାମେଣ୍ଟ ଆଜି ଭୁବନେଶ୍ୱରର କିଟ୍ ହକି ଷ୍ଟାଡିୟମରେ ସଫଳତାର…