ଆଜିର ଖବର ପୂର୍ବତଟ ରେଳପଥରେ ୪୭ତମ ସର୍ବଭାରତୀୟ ରେଲୱେ ବ୍ରିଜ୍ ଚାମ୍ପିଅନସିପ୍ ଉଦଘାଟିତ ଭୁବନେଶ୍ୱର: ୪୭ତମ ସର୍ବଭାରତୀୟ ରେଲୱେ ବ୍ରିଜ୍ ଚାମ୍ପିଅନସିପ୍ ଆଜି ମଞ୍ଚେଶ୍ୱରର ରେଲୱେ ଇଣ୍ଡୋର ଷ୍ଟାଡିୟମ ଠାରେ ପୂର୍ବତଟ ରେଳପଥର ଅତିରିକ୍ତ ମହାପ୍ରବନ୍ଧକ ବି. ଏସ୍. କେ. ରାଜକୁମାରଙ୍କ…