ଅପରାଧ ଲାଞ୍ଚ ନେଲା ବେଳେ ଭୁବନେଶ୍ବରର ଥାନା ଏଏସଆଇକୁ ଧରିଲା ଭିଜିଲାନ୍ସ ଭୁବନେଶ୍ବର: ଶେଷରେ ଭୁବନେଶ୍ବରର ଥାନା ପୋଲିସକୁ ଧରିବାରେ ସଫଳ ହୋଇଛି ରାଜ୍ୟ ଭିଜିଲାନ୍ସ। ଆଜି ଲାଞ୍ଚ ନେଉଥିବା ବେଳେ ସହିଦନଗର ଥାନା ଏଏସଆଇଙ୍କୁ ଭିଜିଲାନ୍ସ ଧରିବାରେ ସକ୍ଷମ…