ଜାତୀୟ ଖବର ୭୮ ସାଂସଦଙ୍କୁ ନିଲମ୍ବନ ନେଇ ସଂସଦରେ ବିରୋଧୀଙ୍କ ହଙ୍ଗାମା: ‘ମୋଦୀ ସରକାର ମୁର୍ଦାବାଦ’ ସ୍ଲୋଗାନ ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନର ଦ୍ୱାଦଶ ଦିନରେ ୭୮ ଜଣ ସାଂସଦଙ୍କୁ ନିଲମ୍ବନକୁ ନେଇ ଉଭୟ ଗୃହରେ ବିରୋଧୀ ସଦସ୍ୟମାନେ ହଙ୍ଗାମା ଚଳାଇଛନ୍ତି। ଏହା ପୂର୍ବରୁ ସଂସଦ…