ଜାତୀୟ ଖବର ନବ ନିର୍ବାଚିତ ବିଜେପି ସାଂସଦ ଓ ବିଧାୟକଙ୍କୁ ଦିଆଗଲା ସମ୍ବର୍ଦ୍ଧନା, ଜାଣନ୍ତୁ ଏହି ସଭାରେ କିଏ କଣ କହିଲେ ଭୁବନେଶ୍ୱର: ଓଡ଼ିଶାର ସାଢ଼େ ୪ କୋଟି ଜନତାଙ୍କ ଆଶୀର୍ବାଦରେ ବିଜେପି ରାଜ୍ୟରେ ପ୍ରଥମ ଥର ପାଇଁ ଏକାକୀ ସରକାର ଗଠନ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ…