ସାଂସଦଙ୍କ ଅପରାଧିକ ମାମଲା

ନୂଆଦିଲ୍ଲୀ: ସାଂସଦ-ବିଧାୟକଙ୍କ ବିରୋଧରେ ବିଚାରାଧୀନ ମାମଲାଗୁଡ଼ିକର ତ୍ୱରିତ ସମାଧାନ ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ହାଇକୋର୍ଟକୁ ବିଚାରକୁ ନେଇ ମାମଲା ରୁଜୁ କରି ସ୍ୱତନ୍ତ୍ର ସାଂସଦ-ବିଧାୟକ…