ଜାତୀୟ ଖବର ଖୋର୍ଦ୍ଧାରେ ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ବିଜେପି କର୍ମିଙ୍କ ତୀବ୍ର ବିରୋଧ, ଦେଖନ୍ତୁ ଭିଡିଓ ଭୁବନେଶ୍ବର: ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ପ୍ରବଳ ବିରୋଧ କରାଯାଇଛି। ତାହାପୁଣି ତାଙ୍କର ସଂସଦୀୟ କ୍ଷେତ୍ରରେ ହୋଇଛି ବିରୋଧ। ଆଶ୍ଚର୍ଯ୍ୟର କଥା ଯେଉଁମାନେ ବିରୋଧ କରିଛନ୍ତି ସେମାନେ ସମସ୍ତେ…