ଅନ୍ତରାଷ୍ଟ୍ରୀୟ ଫାଇନାଲରେ ପ୍ରବେଶ କଲେ ଅଂଶୁ ମଲିକ, ସେମିଫାଇନାଲରେ ବଜରଙ୍ଗ ପୁନିଆ ଓ ସାକ୍ଷୀ ମଲିକ ବର୍ମିଂହାମ: ବର୍ମିଂହାମରେ ଚାଲିଥିବା କମନୱେଲଥ ଗେମ୍ସରେ ଆଜିଠାରୁ କୁସ୍ତି ମ୍ୟାଚ୍ ଆରମ୍ଭ ହୋଇଛି। ଭାରତର ଅଂଶୁ ମଲିକ ଚମତ୍କାର ପ୍ରଦର୍ଶନ କରିଛନ୍ତି। ସେ ଫାଇନାଲରେ ପହଞ୍ଚିଛନ୍ତି। ସେ…