ଆଜିର ଖବର ୪୬ଟି ଟ୍ରେନରେ ଲଗାଗଲା ୯୨ ଟି ସାଧାରଣ ଶ୍ରେଶୀ କୋଚ୍: ପଢନ୍ତୁ ତାଲିକା ନୂଆଦିଲ୍ଲୀ: ଭାରତୀୟ ରେଳବାଇ ସାଧାରଣ ବର୍ଗର ଯାତ୍ରୀମାନଙ୍କୁ ସୁବିଧା ପ୍ରଦାନ କରିବା ଉଦ୍ଦେଶ୍ୟରେ ୪୬ଟି ଗୁରୁତ୍ୱପୂର୍ଣ୍ଣ ଦୀର୍ଘ ଦୂରତା ଅତିକ୍ରମ କରୁଥିବା ଟ୍ରେନ୍ ରେ ୯୨ଟି ନୂଆ…