ଆଜିର ଖବର ସୋଆରେ ୩୭ତମ ସାପ୍ତାହିକ ବକ୍ତୃତାମାଳା ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଫ୍ୟାକଲ୍ଟି ଅଫ୍ ଏଗ୍ରିକଲ୍ଚରାଲ ସାଇନସେସ୍ (ଆଇଏଏସ୍)ରେ ୩୭ତମ ସାପ୍ତାହିକ ବକ୍ତୃତାମାଳା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ର୍ରମରେ ଓୟୁଏଟିର ଅବସରପ୍ରାପ୍ତ…