ଆଜିର ଖବର ସାବରମତିରେ ଭୋଟ୍ ଦେଲେ ପ୍ରଧାନମନ୍ତ୍ରୀ: ବୁଥ ବାହାରେ ଲାଗିଲା ମୋଦୀ-ମୋଦୀ ସ୍ଲୋଗାନ ଅହମ୍ମଦାବାଦ: ଗୁଜୁରାଟ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ତଥା ଅନ୍ତିମ ପର୍ଯ୍ୟାୟ ପାଇଁ ମତଦାନ ଚାଲିଛି। ପ୍ରଧାନମନ୍ତ୍ରୀ ମୋଦୀ ସାବରମତି ବିଧାନସଭା ଆସନରେ ମଧ୍ୟ ଭୋଟ୍ ଦେଇଛନ୍ତି।…