ଅନ୍ତରାଷ୍ଟ୍ରୀୟ ଭାରତ ସୀମା ନିକଟରେ ସାମରିକ ପୋଷ୍ଟ ନିର୍ମାଣ କରୁଛି ଚୀନ୍: ଆମେରିକାର ସାଂସଦ ରାଜା କୃଷ୍ଣମୂର୍ତ୍ତି ନୂଆଦିଲ୍ଲୀ: ପଡୋଶୀ ଦେଶ ସହ ସୀମା ବିବାଦରେ ଚୀନ୍ କ୍ରମାଗତ ଭାବରେ ଜଡିତ ହୋଇଛି। ଦୀର୍ଘ ଦିନ ଧରି ଭାରତ ସହ ସୀମା ବିବାଦ ଚାଲିଆସୁଛି, ଅନେକ…