ଆଜିର ଖବର ଲଲାଟେନ୍ଦୁ ଶତପଥି ହେଲେ ଓଡିଶା ପ୍ରଦେଶ କଂଗ୍ରେସ କମିଟିର ସାମାଜିକ ଗଣମାଧ୍ୟମ ଅଧ୍ୟକ୍ଷ ଭୁବନେଶ୍ଵର: ଲଲାଟେନ୍ଦୁ ଶତପଥି ଓଡିଶା ପ୍ରଦେଶ କଂଗ୍ରେସ କମିଟିର ସାମାଜିକ ଗଣମାଧ୍ୟମ ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଛନ୍ତି। ମଙ୍ଗଳବାର ଏଆଇସିସି ପକ୍ଷରୁ ଏହା ଘୋଷଣା କରାଯାଇଛି। ଏଆଇସିସି…