ଆଜିର ଖବର ଭାଲୁକୁ ଚକ୍ମା ଦେଲେ ବୃଦ୍ଧ: ଆକ୍ରମଣରେ ସାମାନ୍ୟ ଆହତ, ଡାକ୍ତରଖାନାରେ ଭର୍ତ୍ତି କନ୍ଦର୍ପ ବେହେରା ରେଢାଖୋଲ: ଆଜି ସକାଳେ ଚାରମାଳ ଥାନା ବଡମୁଗପାଳ ଗ୍ରାମରେ ଜଣେ ବ୍ୟକ୍ତିକୁ ଭାଲୁ ଆକ୍ରମଣ କରିଥିବା ଖବର ହସ୍ତଗତ ହୋଇଛି। ପ୍ରକାଶ ଯେ, ଆଜି…