ବିଶେଷ ଖବର ସରିଲା ନାଟକ ଉତ୍ସବ, ଶେଷ ସଂଧ୍ୟାରେ ପରିବେଷଣ ହେଲା ‘ଆଦିକବି’ ଭୁବନେଶ୍ବର: ଆଦିକବି ସାରଳା ଦାସଙ୍କ ମହାଭାରତ ଓଡ଼ିଶାର ପୁରପଲ୍ଲୀରେ ପରିଚିତ। ପ୍ରାକୃତ ଭାଷାରେ ରଚିତ ଏହି ମହାଗ୍ରନ୍ଥର ପ୍ରତ୍ୟେକ ପଦରେ ଭରି ରହିଛି ଉତ୍କଳ ମାଟିର ବାସ୍ନା।…