ବିଶେଷ ଖବର ମିଡିଆକୁ ଢାଲ କରି ମିଛକୁ ସତ ପ୍ରମାଣିତ କରିବାର ଅପଚେଷ୍ଠା, ଓଡିଶାରେ ଏକ ଭିନ୍ନ ଧାରା ଅୟାରମ୍ଭ ଭୁବନେଶ୍ୱର: ଗତ କିଛିଦିନ ହେଲା ରାଜ୍ୟ ପ୍ରତିଷ୍ଠିତ ମିଡିଆ ହାଉସ ଓ ଟିଭି ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନକୁ ବିରୋଧୀ ଦଳର ନେତାମାନେ ହଜମ କରି ପାରୁ ନାହାନ୍ତି।…