ଆଜିର ଖବର ସୋନିଆ ଗାନ୍ଧୀଙ୍କ ବିଗିଡିଲା ସ୍ୱାସ୍ଥ୍ୟ: ହସ୍ପିଟାଲରେ ହେଲେ ଭର୍ତ୍ତି ନୂଆଦିଲ୍ଲୀ: କଂଗ୍ରେସ ସଂସଦୀୟ ଦଳର ସଭାପତି ସୋନିଆ ଗାନ୍ଧୀଙ୍କୁ ଦିଲ୍ଲୀର ସାର୍ ଗଙ୍ଗାରାମ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ନିକଟ ସୂତ୍ର ଅନୁଯାୟୀ, ତାଙ୍କର ସାମାନ୍ୟ ଜ୍ୱରର ଲକ୍ଷଣ…