ବିଶେଷ ଖବର ନିବେଶକଙ୍କ ଟଙ୍କା ଫେରସ୍ତ କରିବ ସାହାରା ଇଣ୍ଡିଆ!, ସୁବ୍ରତୋ ରାୟଙ୍କୁ ହାଜର ହେବାକୁ ହାଇକୋର୍ଟ ଦେଲେ ନିର୍ଦ୍ଦେଶ ପାଟନା: ସାହାରା ଗ୍ରୁପ୍ ଅଫ୍ କମ୍ପାନୀଜର ପ୍ରତିଷ୍ଠାତା ସୁବ୍ରତୋ ରାୟଙ୍କୁ ପରବର୍ତ୍ତୀ ଶୁଣାଣିରେ କୋର୍ଟରେ ହାଜର ହେବାକୁ ପାଟନା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ବୁଧବାର ଦିନ ଶୁଣାଣି…