ଆଜିର ଖବର ଶ୍ରୀକ୍ଷେତ୍ର ପୁରୀରେ ସାହିଯାତ ନିଆରା ଓ ଐତିହ୍ୟପୂର୍ଣ୍ଣ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ଵର: ଶ୍ରୀକ୍ଷେତ୍ର ପୁରୀର ସାହିଯାତ ବେଶ ନିଆରା ଓ ଐତିହ୍ୟପୂର୍ଣ୍ଣ। ପୁରୀର ସାହିଯାତ ଶ୍ରୀମନ୍ଦିର ଓ ଶ୍ରୀଜଗନ୍ନାଥ ସଂସ୍କୃତି ସହିତ ଜଡିତ ହୋଇ ରହିଥିବା ବେଳେ ଏଠାରେ…