ଅପରାଧ ସାହେବୀରୁ ବାରହା ମାଂସ ଜବତ, ୨ ଗିରଫ କନ୍ଦର୍ପ ବେହେରା ରେଢାଖୋଲ: ନାକଟିଦେଉଳ ବନଖଣ୍ଡ ସାହେବୀ ଗ୍ରାମରୁ ଜଣେ ବ୍ୟକ୍ତିଙ୍କ ଘରୁ ୧୧୦୦ ଗ୍ରାମ ବାରହା ମାଂସ ବନବିଭାଗ ଜବତ କରିବା ସହ ଏଥିରେ ସଂପୃକ୍ତି…