ଆଜିର ଖବର ରୋଜଗାର କରିବାରେ ସକ୍ଷମ ହୋଇଥିଲେ ମଧ୍ୟ ସାଥୀ ଭରଣପୋଷଣ ପାଇବେ କି? ନୂଆଦିଲ୍ଲୀ: ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଅଲଗା ହେବା ପରେ ଅନେକ ସମୟରେ ଭରଣପୋଷଣ ପାଇଁ ଅଦାଲତରେ ଲଢ଼େଇ ହୋଇଥାଏ। କେତେକ କ୍ଷେତ୍ରରେ ସ୍ୱାମୀ ନିଜର ରୋଜଗାର ଲୁଚାଇ ଅଦାଲତଙ୍କ…