ଆଜିର ଖବର ସିଇସି-ଏସଆଇଆର ମାମଲା ଶୁଣାଣିକୁ ଘୁଞ୍ଚାଇଲେ ସୁପ୍ରିମକୋର୍ଟ, ନଭେମ୍ବର ୧୭ରେ ପରବର୍ତ୍ତୀ ଶୁଣାଣି ନୂଆଦିଲ୍ଲୀ: ଭାରତୀୟ ନିର୍ବାଚନ କମିଶନଙ୍କ କାର୍ଯ୍ୟଶୈଳୀ, ବିଶେଷ କରି ମୁଖ୍ୟ ନିର୍ବାଚନ କମିଶନରଙ୍କ ଦ୍ବାରା ଅନ୍ୟ ଦୁଇ ଜଣ ନିର୍ବାଚନ କମିଶନରଙ୍କ ସମ୍ମତି ବିନା ଏକପାଖିଆ ଭାବେ…