ଆଜିର ଖବର ଜଟଣୀସ୍ଥିତ ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟର ସିଏଫଓଙ୍କୁ କୋଲକୋତାରୁ ଅଟକ ରଖିଲା ପୋଲିସ ଖୋର୍ଦ୍ଧା: ଜଟଣୀସ୍ଥିତ ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟର ସିଏଫଓଙ୍କୁ ପୋଲିସ ଅଟକ ରଖିଛି। କୋଲକୋତାରୁ ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟର ସିଏଫଓ ହିମାଂଶୁ ଶେଖର କବିଙ୍କୁ ଜଟଣୀ ପୋଲିସ କାବୁ କରିଛି। ସେଞ୍ଚୁରିଆନ…