ଆଜିର ଖବର ସମଗ୍ର ଓଡ଼ିଶାରେ ସିଏସସି ମାଧ୍ୟମରେ ଇ-ଡିଷ୍ଟ୍ରିକ୍ଟ ସର୍ଭିସର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଭୁବନେଶ୍ୱର: ସରକାରୀ ସେବାକୁ ସୁବିଧାରେ ଏବଂ ନିରପେକ୍ଷ ଭାବେ ଲୋକମାନଙ୍କ ପାଖରେ ପହଞ୍ଚାଇବାରେ କମନ୍ ସର୍ଭିସ ସେଣ୍ଟର (ସିଏସସି) ଏକ ପ୍ରମୁଖ ମାଧ୍ୟମ ହୋଇଛି। ପୂର୍ବରୁ କଂଗ୍ରେସ…