ସିଏସ୍ଆଇଆର୍ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ସିଏସ୍ଆଇଆର୍-ଖଣିଜ ଓ ପଦାର୍ଥ ପ୍ରଯୁକ୍ତି ପ୍ରତିଷ୍ଠାନ (CSIR-IMMT) ପରିସରରେ ଆଜି ୮୫ତମ ସିଏସ୍ଆଇଆର୍ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ପ୍ରତିଷ୍ଠାନର ଏସ୍.…