ଜାତୀୟ ଖବର ସିଆଇଆଇ ପକ୍ଷରୁ ସିଏସ୍ଆର୍ ସମ୍ମିଳନୀ, କର୍ପୋରେଟ୍ ଜଗତକୁ ସରକାରଙ୍କ ଆହ୍ୱାନ ଭୁବନେଶ୍ୱର: ଏକତ୍ର ହୋଇ ସାମାଜିକ କଲ୍ୟାଣମୂଳକ କ୍ଷେତ୍ରରେ କାମ କରିବା ଲାଗି ଆଗେଇ ଆସିବାକୁ କର୍ପୋରେଟ୍ ସଂସ୍ଥାଗୁଡ଼ିକୁ ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ କଲ୍ୟାଣ ବିଭାଗର…