ଆଜିର ଖବର ଓଡିଶାରେ ସ୍ଥାପନ ହେବ ସେମିକଣ୍ଡକ୍ଟର ପ୍ରକଳ୍ପ: ସରକାରଙ୍କୁ ଧନ୍ୟବାଦ ଦେଲେ ଥାଲାପାନେନି ଭୁବନେଶ୍ଵର: ବ୍ରିଟେନର କ୍ଲାସ୍-ସିକ୍ ୱାଫର୍ ଫାବ୍ ଲିମିଟେଡର ସହଯୋଗିତାରେ ସିକ୍ସେନ୍ ପ୍ରାଇଭେଟ୍ ଲିମିଟେଡ୍ ଓଡିଶାରେ ସେମିକଣ୍ଡକ୍ଟର ପ୍ରକଳ୍ପ ସ୍ଥାପନ କରିବ। ଏହାକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛି।…