ଜାତୀୟ ଖବର ରାଜ୍ୟ ସରକାର ୧୪ଟି ପ୍ରକଳ୍ପକୁ ଦେଲେ ଅନୁମୋଦନ, ୧୭୧୩ କୋଟି ଟଙ୍କାର ପୁଂଜି ନିବେଶ ଭୁବନେଶ୍ବର: ୧୨୭ତମ ରାଜ୍ୟସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି (ଏସ୍ଏଲ୍ଏସଡବ୍ଲ୍ୟୁସିଏ) ବୈଠକ ଗତକାଲି ଅପରାହ୍ଣରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ…