ଆଜିର ଖବର ଫେବ୍ରୁଆରି ୧୫ ସୁଦ୍ଧା ପଞ୍ଜୀକରଣ କରିଛନ୍ତି ସିଟିକ୍ୱେଷ୍ଟ ପାଇଁ ୧୯୨୦ ଜଣ ପ୍ରତିଯୋଗୀ ୱେଭ୍ସ ସିଟି କ୍ୱେଷ୍ଟ: ସେଡ୍ସ ଅଫ୍ ଭାରତ ହେଉଛି ଏକ ଅଭିନବ ଶିକ୍ଷାଗତ ଖେଳ ଯାହା ମନୋରଞ୍ଜନ ଏବଂ ଆକର୍ଷଣୀୟ ଅନୁଭୂତି ମାଧ୍ୟମରେ ଭାରତର ସହରୀ ବିକାଶକୁ…