ବିଶେଷ ଖବର ‘ସେମାନଙ୍କୁ ମୋ ପୋଷାକ ଓ ତିଳକ ପସନ୍ଦ ନୁହେଁ’: ସିଡବ୍ଲ୍ୟୁସିରେ ସ୍ଥାନ ନ ମିଳିବାରୁ ଆଚାର୍ଯ୍ୟ ପ୍ରମୋଦ କ୍ଷୁବ୍ଧ ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ଆଚାର୍ଯ୍ୟ ପ୍ରମୋଦ କ୍ରିଷ୍ଣମ ଏବେ ଦଳ ଉପରେ ଅସନ୍ତୁଷ୍ଟ ଅଛନ୍ତି। ଏପରିକି କଂଗ୍ରେସ କାର୍ଯ୍ୟକାରିଣୀ କମିଟି (ସିଡବ୍ଲ୍ୟୁସି)ରେ ମଧ୍ୟ ତାଙ୍କୁ ସ୍ଥାନ…