ଜାତୀୟ ଖବର ଭାରତୀୟ ସୀମା ଶୁଳ୍କ ନାଁରେ ହେଉଥିବା ଠକେଇ ବିରୋଧରେ ସିବିଆଇସି ଆରମ୍ଭ କଲା ଅଭିଯାନ ନୂଆଦିଲ୍ଲୀ: ନ୍ୟୁଜ୍ ପୋର୍ଟାଲ/ସୋସିଆଲ ମିଡିଆ ପ୍ଲାଟଫର୍ମ ଜରିଆରେ ଭାରତୀୟ ସୀମା ଶୁଳ୍କ ଅଧିକାରୀ ପରିଚୟ ଦେଇ ସାରା ଦେଶରେ ନିଜର କଠିନ ରୋଜଗାର କରିଥିବା ଟଙ୍କାରୁ ଜନସାଧାରଣଙ୍କୁ…