ଆଜିର ଖବର ୧୨ ଘଣ୍ଟା ପରେ ମୁଖ୍ୟମନ୍ତ୍ରୀଙ୍କ ଭାଇଙ୍କ ଘରୁ ବାହାରିଲା ସିବିଆଇ ଟିମ୍, ଗାଡି ଆଗରେ ପ୍ରଦର୍ଶନ କଲେ କର୍ମୀ ନୂଆଦିଲ୍ଲୀ: ଶୁକ୍ରବାର ସକାଳେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ଭାଇଙ୍କ ଘର ଓ ଦୋକାନ ଉପରେ ସିବିଆଇ ଚଢାଉ କରିଥିଲା। ୧୨ ଘଣ୍ଟାର ପଚରାଉଚରା ଏବଂ ଅନୁସନ୍ଧାନ…