cbse10th ଘୋଷଣା ହେଲା CBSE ୧୦ମ, ୧୨ଶ ପରୀକ୍ଷା ତାରିଖ, ଜାଣନ୍ତୁ କେଉଁ ଦିନ କଣ ଅଛି ନୂଆଦିଲ୍ଲୀ: ଆଜି CBSE ର ୧୦ମ ଏବଂ ୧୨ଶ ପରୀକ୍ଷା ସୂଚୀ ଘୋଷଣା ହୋଇଛି। ସିବିଏସସି ବୋର୍ଡ ତରଫରୁ ଏହି ଘୋଷଣା କରାଯାଇଛି। ଘୋଷଣା ଅନୁସାରେ ସିବିଏସଇ…